spot_img

ପଞ୍ଚୁପଲ୍ଲୀ ଗ୍ରାମ୍ୟ ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ

ପଞ୍ଚୁପଲ୍ଲୀ ଗ୍ରାମ୍ୟ ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ବହୁ ଛୋଟ ବଡ ପଶୁ ପକ୍ଷୀଙ୍କ ଜୀବନ ଚାଲିଯାଇଛି । ୧୦୦ ରୁ ଉର୍ଦ୍ଧ ଗଛ ଜଳିପୋଡି ପାଉଁଶ ହୋଇଯାଇଛି । ସ୍ଥାନୀୟ ଳୋକମାନେ ଘଷିପୁରା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ପରେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular