ଜିଲ୍ଲା ସ୍ତରୀୟ ସାଂସ୍କୃତିକ ମହୋତ୍ସବ ୨୦୨୧ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନରେ ଜଶେ ବିଶିଷ୍ଟ କୃଷକ ଏବଂ ଜଣେ କବି ଶୋଭନା ଜେନାଙ୍କୁ ସମ୍ମାନିତ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ଘଷିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର , ପଣ୍ଡିତ ଜିତୁ ଦାଶ ଏବଂ ବହୁ ମାନ୍ୟଗଣ ବ୍ୟକ୍ତି ଏହି ଉସôବରେ ଯୋଗ ଦେଇଥିଲେ । ଏଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ବଜାୟ ରଖିବା ପାଇଁ ସେମାନେ ବାର୍ତ୍ତା ଦେଇଥିଲେ । ଶେଷରେ ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0