ଅହମ୍ମଦାବାଦ: ଆସନ୍ତା ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ ମ୍ୟାଚରେ ବିରାଟ କୋହଲିଙ୍କ ପାଖରେ ବିଶ୍ୱ ରେକର୍ଡ ଭାଙ୍ଗିବାର ସୁଯୋଗ ରହିଛି । ତେବେ ଏହି ମ୍ୟାଚରେ ଭାରତୀୟ ଅଧିନାୟକ ବିରାଟ କୋହଲି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂଙ୍କ ରେକର୍ଡ ଭାଙ୍ଗିବାର ସୁଯୋଗ ରହିଛି । ଯଦି ବିରାଟ କୋହଲି ଇଂଲଣ୍ଡ ବିପକ୍ଷ ଏହି ସିରିଜରେ ସଫଳ ହୁଅନ୍ତି ତେବେ ଅଧିନାୟକ ଭାବରେ ସେ ସର୍ବାଧିକ ଅନ୍ତର୍ଜାତୀୟ ଶତକ ହାସଲ କରିବାରେ ରେକର୍ଡ କରିବେ । ଅନ୍ୟପଟେ ପଣ୍ଟିଂ ଏବଂ ବିରାଟ ଅଧିନାୟକ ଭାବରେ ୪୧-୪୧ ଶତକ ଅର୍ଜନ କରିଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0