ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ଫିଲ୍ମ ବ୍ରହ୍ମାସ୍ତ୍ର। ଏହି ଫିଲ୍ମରେ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ବ୍ୟତୀତ ଅମିତାଭ ବଚ୍ଚନ, ମୌନୀ ରାୟଙ୍କ ଭଳି ଷ୍ଟାରମାନେ ମଧ୍ୟ ନଜର ଆସିବେ। ଏହି ସମୟରେ ଆଲିଆ ଭଟ୍ଟ ବ୍ରହ୍ମାସ୍ତ୍ର ଫିଲ୍ମର କିଛି ଫଟୋ ସେୟାର କରିଛନ୍ତି। ହି ଫଟୋ ଗୁଡ଼ିକରେ ରଣବୀର କପୁର ଏବଂ ଆୟାନ ମୁଖାର୍ଜୀ ଆଲିଆ ଭଟ୍ଟଙ୍କ ସହ ନଜର ଆସିଛନ୍ତି। ପ୍ରଥମ ଥର ରଣବୀର ଏବଂ ଆଲିଆଙ୍କୁ ବଡ଼ ପରଦାରେ ଏକାଠି ଦେଖିବାକୁ ମିଳିବ। ଏହି ଫିଲ୍ମରେ ଡିମ୍ପଲ୍ କପାଡିଆ ଏବଂ ନାଗାର୍ଜୁନା ଅକ୍କିନେନି ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଫିଲ୍ମଟିକୁ ନିର୍ଦ୍ଦେଶନା ଦେଇଛନ୍ତି ଆୟାନ ମୁଖାର୍ଜୀ ଏବଂ କରଣ ଜୋହର। ଏହି ଫିଲ୍ମଟି ବିଜ୍ଞାନ ଉପରେ ଆଧାରିତ ଏକ ଫିକ୍ସନ୍ ଫିଲ୍ମ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0