ନିକଟରେ ରିଲିଜ ହୋଇଛି ପରୀଣିତ ଚୋପ୍ରାଙ୍କ ଅପକମିଙ୍ଗ ପିଲ୍ମ ‘ସାଇନା’ ର ଟିଜର। ଫିଲ୍ମରେ ସାଇନା ଭୂମିକାରେ ନଜର ଆସିବେ ପରୀଣିତ ଚୋପ୍ରା। ଫିଲ୍ମ ଟି ବ୍ୟାଟମିଣ୍ଟନ ଖେଳାଳି ସାଇନା ନେୱାଲଙ୍କ ବାୟୋପିକ ଉପରେ ଆଧାରିତ ହୋଇଛି। ଏହି ଫିଲ୍ମରେ ପରଣୀତଙ୍କୁ ଦମଦାର ଲୁକରେ ଦେଖିବାକୁ ମିଳୁଛି। ବ୍ୟାଡ଼ମିଣ୍ଟନ ଚାମ୍ପିଅନ ସାଇନାଙ୍କ ଭୂମିକାରେ ପରିଣୀତି ଚତ୍ମକାର ମଧ୍ୟ ଦେଖାଯାଉଛନ୍ତି। ଦେଶରେ ଝିଅ ଓ ପୁଅ ମଧ୍ୟରେ ଭେଦଭାବପୂର୍ଣ୍ଣ ମାନସିକତାରୁ ଫିଲ୍ମର ଟିଜର ଆରମ୍ଭ ହୋଇଛି। ୧ମିନିଟ ୨୩ ସେକେଣଣ୍ଡର ଏହି ଟିଜର ଏବେ ଧମାଲ କରୁଛି। ଏଥିରେ ପରୀଣିତିଙ୍କ ଭିନ୍ନ ଅବତାର ଦେଖିବାକୁ ମିଳୁଛି। ପୋଷ୍ଟରୁ ଏହା ସ୍ପଷ୍ଟ ହେଉଛି ଯେ,ପରିଣୀତି ଏହି ଫିଳ୍ମପାଇଁ କେତେ କଠିନ ପରିଶ୍ରମ କରିଛନ୍ତି। ଟିଜର ହେଖି ପ୍ରଶଂସକ ପସନ୍ଦ ମଧ୍ୟ କରୁଛନ୍ତି।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0