ମହିଳା ଦିବସ ଅବସରରେ ଝିଅ ଓ ପତ୍ନୀଙ୍କ ଫଟୋ ପୋଷ୍ଟ କରି ଶୁଭକାମନା ଜଣାଇଲେ କ୍ୟାପଟେନ ବିରାଟ କୋହଲି। ବିରାଟ ନିଜ ଝିଅ ଭାମିକା ଓ ପତ୍ନୀ ଅନୁଷ୍କା ଶର୍ମାଙ୍କ ଫଟୋ ନିଜ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି। କୋହଲି ଲେଖିଛନ୍ତି, ଅନୁଷ୍କା ତାଙ୍କ ଜୀବନର ସବୁଠାରୁ ମଜବୁତ ମହିଳା ଓ ତାଙ୍କ ଝିଅ ବି ଅନୁଷ୍କାଙ୍କ ଭଳି ହେଉ ବୋଲି ସେ ଚାହୁଁଛନ୍ତି। ଏଥିସହ ସେ ଏହା ମଧ୍ୟ ଲେଖିଛନ୍ତି ମହିଳାମାନେ ପୁରୁଷଙ୍କ ତୁଳନାରେ ବହୁତ ମଜବୁତ। ଦୁନିଆର ସବୁ ମହିଳାଙ୍କୁ ମଧ୍ୟ ବିରାଟ ମହିଳା ଦିବସର ଉପଲକ୍ଷେ ଶୁଭକାମନା ଜଣାଇଛନ୍ତି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0