ଗଂଜାମ: କୁକୁଡ଼ାଖଣ୍ଡି ବ୍ଲକ ଗସ୍ତରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ଗସ୍ତ ସମୟରେ ବହୁ ଉନ୍ନୟନ ମୂଳକ କାର୍ଯ୍ୟ ଓ ବିଦ୍ୟାଳୟ ମାନଙ୍କର ତଦାରଖ କରିଛନ୍ତି । ଏହାସହ ପାଞ୍ଚଟି ପଞ୍ଚାୟତ ଗସ୍ତ କରି ପଂଚାୟତର ବିଭିନ୍ନ ସମସ୍ୟା ସ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିଛନ୍ତି । ସେହିପରି ଗୁରୁଣ୍ଡି, ଲୋଚାପଡ଼ା, କୋରିଗାଁ, ହୂଗୁଳାପଟା, ନିମଖଣ୍ଡି ପଂଞ୍ଚାୟତରେ ସ୍ମାଟ କ୍ଲାସ ଶିକ୍ଷାର ବିକାଶ କେତେ ଦୁର ଆଗେଇଛି ଏହାକୁ ନେଇ ଶିକ୍ଷକ ମାନଙ୍କ ସହ ଆଲୋଚନ କରିଥିଲେ । ଜିଲ୍ଲାପାଳଙ୍କ ଗସ୍ତ ସମୟରେ ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ଗଦାଧର ପାତ୍ର, ତହସିଲଦାର ଇପ୍ସିତା ପ୍ରିୟଦର୍ଶନୀ ମିଶ୍ର, ଏ. ଇ ସୁଜିତ ଟହଲ, ଜେ .ଇ ପଦିନୀ ବେହେରା ଓ ସମସ୍ତ ସରପଂଚ ଉପସ୍ଥିତ ରହିଥିଲେ କ୍ଷ



Visitors Today : 2
Total Visitors : 130168
Total Views : 9891613
Visitors Online Now : 0