କୋଭିଡ ନିୟୟ ଉଲ୍ଲଙ୍ଘନ କରିବା ପଡିଲା ମହଙ୍ଗା। ଟେଲିଭିଜନ ତଥା ବଲିଉଡ ଅଭିନେତ୍ରୀ ଗୌହର ଖାନ୍ଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିରୁ ବ୍ୟାନ୍ କରାଯାଇଛି। ଏହି ଖବର ସାମ୍ନାକୁ ଆସିବା ପରେ ତାଙ୍କୁ ଜୋରଦାର ଝଟ୍କା ଲାଗିଛି।‘ଏଫ ଡ଼ବ୍ଲୁ ଆଇ ସିଇ’ ଗୌହର ଖାନ୍ଙ୍କୁ ଦୁଇ ମାସ ପାଇଁ ଇଣ୍ଡିଷ୍ଟ୍ରିରୁ ବ୍ୟାନ୍ କରିବା ପାଇଁ ନିଷ୍ପତ୍ତି ନେଇଛି। କରୋନା ପଜିଟିଭ ହେବା ସତ୍ତ୍ୱେ ଫିଲ୍ମ ସୁଟିଂରେ ସାମିଲ ହୋଇଥିବାରୁ ତାଙ୍କ ବିରୋଧରେ କଡା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କେବଳ ସେତିକି ନୁହେଁ ଅଭିନେତ୍ରୀଙ୍କ ଏଭଳି ନିୟମ ଉଲ୍ଲଙ୍ଘନକୁ ନେଇ ତାଙ୍କ ଉପରରେ କ୍ରୋଧ ପ୍ରକାଶ କରିଛି ଏଫ୍ଡବ୍ଲୁଆଇସିଇ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0