ଅନୁଗୁଳ: ଜଙ୍ଗଲ ନିଆଁରେ ଜଳିଗଲା ତିନୋଟି ପରିବାରର ଛଅ ବଖରା ଘର । ଅନୁଗୁଳର ଆଠମଲ୍ଲୀକ ବ୍ଲକ ଅନ୍ତର୍ଗତ ଯଦୁପୁର ଗ୍ରାମରେ ଘଟିଛି ଏହି ଘଟଣା । ଗ୍ରାମର ତିନୋଟି ପରିବାରର ଛଅ ବଖରା ସମେତ ସମସ୍ତ ଆସବାବପତ୍ର ଓ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି । ଆଠମଲ୍ଲୀ ଜଙ୍ଗଲରେ ନିଆଁ ଲାଗିବା କାରଣରୁ ଏଭଳି ହୋଇଥିବା ଜଣାପଡ଼ିଛି । ତେବେ ବନ ବିଭାଗର ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଥିବା ଅଭିଯୋଗ କରାଯାଉଛି ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0