ଜଳେଶ୍ୱର : ଚୋରି ଅଭିଯୋଗରେ ଯୁବକକୁ ଦଉଡ଼ିରେ ବାନ୍ଧି ନିର୍ଦ୍ଧୁମ୍ ଛେଂଚିଲେ ଲୋକେ । ବାଲେଶ୍ୱରର ଜଳେଶ୍ୱର ସ୍ଥିତ ରାଜପୁର ଅଞ୍ଚଳରେ ଘଟିଛି ଏହି ଘଟଣା । ଅଞ୍ଚଳର କିଶୋର ଚନ୍ଦ୍ର ଦାସଙ୍କ ଇଟା ଭାଟିରେ ଜଣେ ଦୁବୁର୍ତ୍ତ ଚୋରୀ କରୁଥିବା ଦେଖିବାକୁ ମିଳିଥିଲା । ଯୁବକ ଚୋରୀ କରୁଥିବା ଦେଖି ସ୍ଥାନୀୟ ଲୋକେ ଚୋରୀ ହୋଇଥିବା ଜିନିଷ ସହ ଯୁବକକୁ ଅଟକ ରଖିଥିଲେ । ପରେ ଉତକ୍ଷିପ୍ତ ହୋଇ ଇଟା ମାଲିକର ପୁଅ ଉକ୍ତ ଦୁବୁର୍ତ୍ତ ବେକରେ ‘ମୁଁ ଚୋର ‘ ନାମକ ପୋଷ୍ଟର ଲଗାଇ ଏକ ଖୁଂଟଣ୍ଟରେ ବାନ୍ଧି ପକାଇଥିଲେ । ଦୀର୍ଘ ୩ ଘଂଟା ପରେ ଲୋକଙ୍କ କହିବା ପରେ ଚୋରକୁ ଛାଡ଼ିଦିଆଯାଇଥିଲା । ଯାହାକୁ ନେଇ ଅଞ୍ଚଳରେ ଚ୍ଚର୍୍ ଯୋର ଧରିଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0