ଭୁବନେଶ୍ବର : କରୋନା ମୁକାବିଲା ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ଆରମ୍ଭ। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ଜାରି। ବୈଠକରେ ILS ଓ RMRCର ନିର୍ଦ୍ଦେଶକ ଉପସ୍ଥିତ ରହିଛନ୍ତି। ଏହାସହ ସବୁ ଜିଲ୍ଲାର ଜିଲ୍ଲାପାଳ ଉପସ୍ଥିତ। ରାଜ୍ୟରେ ଟେଷ୍ଟିଂ, କରୋନା ମୁକାବିଲା ରଣନୀତି ନେଇ ଆଲୋଚନା। ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବାରୁ ସରକାର ଏଭଳି ରଣନୀତି ଆରମ୍ଭ କରିଛନ୍ତି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0