ନୂଆଦିଲ୍ଲୀ: ନୌସେନାରେ ଘୋଟାଲା ଅଭିଯୋଗ । ୬.୭୬ କୋଟି ଟଙ୍କା ନକଲି ବିଲ୍ କରିବା ଅଭିଯୋଗରେ ନୌସେନାର ୪ ଅଧିକାରୀ ସମେତ ୧୪ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ପଶ୍ଚିମ ନୌସେନା କମାଣକୁ ଆଇଟି ହାର୍ଡୱେୟାର ଯୋଗାଣ କରିବା ଅଭିଯୋଗରେ ଏହି ମାମଲା ରୁଜୁ ହୋଇଛି । ୪ ଜଣ ଅଧିକାରୀମାନେ ହେଲେ, କ୍ୟାପଟେନ୍ ଅତୁଲ କୁଲକର୍ଣ୍ଣୀ, କମାଣ୍ଡର ମନ୍ଦର ଗୋଡବୋଲେ, ଆରପି ଶର୍ମା ଏବଂ ପେଟି ଅଫିସର ଏଲଓଜି କୁଲଦୀପ ସିଂହ ବଘେଲ । ନିଜ ପଦର ଅପବ୍ୟବହାର କରିବା ସହ ସରକାରୀ ସମ୍ପତ୍ତି ଲୁଟ ଅଭିଯୋଗରେ ମାମଲା ରୁଜୁ କରିଛି ସିବିଆଇ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0