spot_img

ଏବର୍ଷ ବି ହୋଲି ପର୍ବ ଉପରେ କଟକଣା

ଏବର୍ଷ ବି ହୋଲି ପର୍ବ ଉପରେ ଲାଗିଛି କଟକଣା  କରୋନା ଭୟାବହତାକୁ ଦୃଷ୍ଟିରେ ରଖି ହୋଲି ଖେଳ ନେଇ ସତର୍କତା ଜାରି କରିଛି କେନ୍ଦ୍ରଠୁ ରାଜ୍ୟ । ସଂକ୍ରମଣକୁ ଦୃଷ୍ଟିରେ ରଖି ହୋଲି ପର୍ବ ଉପରେ କିଛି କଟକଣା ଜାରି କରିଛନ୍ତି ଉତ୍ତରପ୍ରେଦଶ ସରକାର ହୋଲି ପର୍ବ ପାଳନ ନେଇ ନୂଆ ନିୟମ ଜାରି କରାଯାଇଛି କୌଣସି ସାର୍ବଜନୀନ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଅନୁମତି ନେବା ସହ ସମସ୍ତ ଗାଇଡଲାଇନ ମାନି କାର୍ଯ୍ୟକ୍ରମ କରିବାକୁ ନିର୍ଦ୍ଦେଶ ହୋଇଛି ଖାସ୍ କରି ମାସ୍କ, ସାମାଜିକ ଦୂରତା ସହ ସାନିଟାଇଜକୁ ଗୁରୁତ୍ବ ଦିଆଯାଇଛି ସେହିପରି ସରକାରଙ୍କ ଗାଇଡଲାଇନ ଅନୁଯାୟୀ, ବାହାରୁ ଆସୁଥିବା ଲୋକଙ୍କ କୋଭିଡ଼ ଟେଷ୍ଟ ବାଧ୍ୟତାମୂଳକ ସାମୂହିକ କାର୍ଯ୍ୟକ୍ରମରେ ୬୦ ବର୍ଷରୁ ଅଧିକ ଲୋକ ତଥା ୧୦ ବର୍ଷରୁ କମ୍ ପିଲାଙ୍କ ସାମିଲ ଉପରେ ରୋକ୍ଲଗାଯାଇଛି ତେବେ କେହି ବ୍ୟକ୍ତି ଅନ୍ୟ କୌଣସି ରୋଗରେ ପୀଡିତ ଥିବେ ତାହେଲେ ସତର୍କତା ଅବଲମ୍ୱନ କରିବାକୁ କୁହାଯାଇଛି  

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular