( )ପୁଣି କାୟା ମେଲାଉଛି କରୋନା…. ଦେଶରେ ୪୭ ହଜାର ପାର କଲା ସଂକ୍ରମଣ ସଂଖ୍ୟା…..୨୪ ଘଣ୍ଟାରେ ୨୭୫ ଜଣଙ୍କ ମୃତ୍ୟୁ ….ସତର୍କ ନହେଲେ ଫେରିପାରେ ଲକଡାଉନ୍…..ସେପଟେ ଦେଶରେ ୫ କୋଟି ୮ ଲକ୍ଷ ୪୧ ହଜାର ୨୮୬ ଜଣଙ୍କୁ ଦିଆଯାଇଛି କରୋନା ଟିକା….
( )ରାଜ୍ୟରେ ଆହୁରି କଡା ହେଲା କୋଭିଡ କଟକଣା…. ଜାରି ହେଲା ନୂଆ ଗାଇଡଲାଇନ… ବିବାହ ଏବଂ ଶୁଦ୍ଧିକ୍ରିୟା କାର୍ଯ୍ୟକ୍ରମ ସହିତ ସାମାଜିକ କାର୍ଯ୍ୟକ୍ରମରେ କମିଲା ଲୋକଙ୍କ ସଂଖ୍ୟା…. ମାଲକାନଗିରିରେ ନାଇଟ କଫୁ୍ୟ କଟକଣା…. ରାତି ୯ଟାରୁ ସକାଳ ୬ ଟା ପର୍ଯ୍ୟନ୍ତ ବଳବତ୍ତର….
( )ଭୂବନେଶ୍ୱରରେ ପହଞ୍ଚିଲା କରୋନା ସଞ୍ଜିବନି କୋଭିଶିଲ୍ଡ…..ସ୍ୱତନ୍ତ୍ର ବିମାନ ଯୋଗେ ଆସିଲା ୩ ଲକ୍ଷ ୭୦ ହଜାର ୭୨୦ ଡୋଜ…. ଏବେ ଯାଏଁ ରାଜ୍ୟରେ ଟିକା ନେଲେଣି ୧୮ ଲକ୍ଷ ୮୧ ହଜାରରୁ ଅଧିକ ବ୍ୟକ୍ତି….
( )ରାଜ୍ୟରେ କୋଭିଡ କଟକଣା ମଧ୍ୟରେ ଆସନ୍ତା ୩୦ରୁ ଗଡିବ ପାସେଞ୍ଜର ଟ୍ରେନ ଓ ମେମୁ ଟ୍ରେନ୍…. ସେପଟେ ବଢିଲା ଆନ୍ତର୍ଜାତୀୟ ବିମାନ ଉଡାଣ ବାତିଲ ଅବଧି…. ଏପ୍ରିଲ ୩୦ ପର୍ଯ୍ୟନ୍ତ ବୃଦ୍ଧି କଲେ କେନ୍ଦ୍ର ସରକାର….
( )କରୋନା କଟକଣା ଭିତରେ ଆଜିଠାରୁ ଆରମ୍ଭ ହେଲା ଗଞ୍ଜାମର ପ୍ରସିଦ୍ଧ ଦଣ୍ଡଯାତ୍ରା…. ହେବ ନାହିଁ ସାଂସ୍କୃତିକ କାର୍ଯ୍ୟକ୍ରମ….. ୨ ଶହ ଲୋକଙ୍କୁ ନେଇ ଅନୁଷ୍ଠିତ ହେବ ପାରମ୍ପରିକ ଦଣ୍ଡନାଚ…. କେବଳ ଦିନ ବେଳା ସମ୍ପନ୍ନ ହେବ ପୂଜାବିଧି…..



Visitors Today : 5
Total Visitors : 130174
Total Views : 9891621
Visitors Online Now : 0