ଭୁବନେଶ୍ୱର : ମିଳିଲା ନିଖୋଜ ଯୁବକର ମୃତଦେହ । ହୋଟେଲ ଭିତରୁ ଯୁବକଙ୍କ ମୃତ ଦେହ ଉଦ୍ଧାର କଲା ଚନ୍ଦ୍ରଶେଖରପୁର ଥାନା ପୋଲିସ । ମୃତକ ଜଣଙ୍କ ହେଉଛନ୍ତି କଟକ ଅଂଚଳର ଅଭିଷେକ ନାୟକ । ଗତ ୨ ଦିନ ତଳେ ଅଭିଷେକ କଟକ ଅଂଚଳରୁ ନିଖୋଜ ଥିଲେ । ଭୁବନେଶ୍ୱରରୁ ଏହି ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ୍ୟୁ କାରଣ ଅସ୍ପଷ୍ଟ ଥିବା ବେଳେ ତଦନ୍ତ କରୁଛି ପୋଲିସ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0