spot_img

ଭୁବନେଶ୍ୱର ହୋଟେଲ ରୁମରୁ ମିଳିଲା କଟକର ନିଖୋଜ ଯୁବକଙ୍କ ମୃତଦେହ

ଭୁବନେଶ୍ୱର : ମିଳିଲା ନିଖୋଜ ଯୁବକର ମୃତଦେହ । ହୋଟେଲ ଭିତରୁ ଯୁବକଙ୍କ ମୃତ ଦେହ ଉଦ୍ଧାର କଲା ଚନ୍ଦ୍ରଶେଖରପୁର ଥାନା ପୋଲିସ । ମୃତକ ଜଣଙ୍କ ହେଉଛନ୍ତି କଟକ ଅଂଚଳର ଅଭିଷେକ ନାୟକ । ଗତ ୨ ଦିନ ତଳେ ଅଭିଷେକ କଟକ ଅଂଚଳରୁ ନିଖୋଜ ଥିଲେ । ଭୁବନେଶ୍ୱରରୁ ଏହି ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ୍ୟୁ କାରଣ ଅସ୍ପଷ୍ଟ ଥିବା ବେଳେ ତଦନ୍ତ କରୁଛି ପୋଲିସ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular