spot_img

ଆଜିର ମୁଖ୍ୟ ଖବର….

( )ଆଜି ଭାରତ ବନ୍ଦ…. ତିନି କୃଷି ଆଇନ ପ୍ରତ୍ୟାହାର ଦାବିରେ ବିଭିନ୍ନ କୃଷକ ସଙ୍ଗଠନ ପକ୍ଷରୁ ବନ୍ଦ ଡାକରା… ବିଭିନ୍ନ ସ୍ଥାନରେ ପିକେଟିଙ୍ଗ…. ବନ୍ଦକୁ କଂଗ୍ରେସ ଓ ବାମ ଦଳର ସମର୍ଥନ…. ରାଜ୍ୟର ସବୁ ସ୍କୁଲ କଲେଜ ବନ୍ଦ….
( )ପୁଣିଥରେ କାୟା ମେଲାଉଛି କରୋନା…. ଦେଶରେ ଦିନକରେ ୫୯ ହଜାର ୧୧୮ ନୂଆ ପଜିଟିଭ ଚିହ୍ନଟ….୨୫୭ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ….ମହାରାଷ୍ଟ୍ରରେ ଚିନ୍ତା ଜନକ ସ୍ଥିତି…. ମୃତୁ୍ୟ ସଂଖ୍ୟା ୧ ଲକ୍ଷ ୬୦ ହଜାର ପାର୍…. ସେପଟେ ରେଭେନ୍ସାରେ ସ୍ଥଗିତ ରହିଲା ପରୀକ୍ଷା….ବାହାର ଲୋକଙ୍କୁ କ୍ୟାମ୍ପସ ମନା..
( )ମୁମ୍ବାଇର ସନରାଇଜ କୋଭିଡ ହସ୍ପିଟାଲରେ ନିଆଁ…..ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ମୃତ୍ୟ ସଂଖ୍ୟା ୯ କୁ ବୃଦ୍ଧି…. ୭୦ ରୁ ଉର୍ଦ୍ଧ ରୋଗୀ ଉଦ୍ଧାର….ସମସ୍ତ ରୋଗୀଙ୍କୁ ଅନ୍ୟ ଏକ ଡାକ୍ତରଖାନାକୁ ସ୍ଥାନାନ୍ତର…..ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ…..
( )ଦୁଇ ଦିନିଆ ବାଂଲାଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ…. ବାଂଲାଦେଶ ସ୍ୱାଧୀନତାର ୫୦ ବର୍ଷ ପୂର୍ତ୍ତି ସମାରୋହରେ ହେବେ ସାମିଲ….କରୋନା କାଳରେ ୪୯୭ ଦିନ ପରେ ବିଦେଶ ଯାତ୍ରା କଲେ ମୋଦି….
( )ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ….ଆଜି ବିଭିନ୍ନ ସ୍ଥାନରେ ଅସହ୍ୟ ତାତି ନେଇ ପାଣିପାଗ ବିଭାଗର ପୂର୍ବନୁମାନ…. ଗତକାଲି ୪୦ ଡିଗ୍ରୀ ଉପରେ ଥିଲା ୯ଟି ସହରର ପାରଦ…..

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular