spot_img

ଦୁର୍ଘଟଣାରେ ପିକଅଫ ଚାଳକ ମୃତ

ଠାକୁରମୁଣ୍ଡା : ମୟୁରଭଞ୍ଜ ଜିଲ୍ଲାରେ ମମ୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ପିକଅଫ ଚାଳକ ମୃତ୍ୟୁ । ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ସାରୁବିଲ ଗ୍ରାମରେ ଘଟିଛି ଏହି ଦୁର୍ଘଟଣା । ଗୁରୁବାର ସଂନ୍ଧାରେ କେନ୍ଦୁଝରର ମାଛଗଡ଼ ଅଂଚଳରୁ ଏକ ପିକଅପ୍ ପଣସ ବୋଝେଇ ଆସୁଥିବା ବେଳେ ସାରୁବିଲ ନାଳ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଫଳରେ ଘଟଣା ସ୍ଥଳରେ ଡ୍ରାଇଭର ସିପୁନ ମହାନ୍ତଙ୍କ ମୃତ୍ୟୁ ଘଟିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular