ଟିମ୍ ଇଣ୍ଡିଆର ପୂର୍ବତନ ସଦସ୍ୟ ୟୁସୁଫଙ୍କୁ ପଠାନ କରୋନାରେ ଆକ୍ରାନ୍ତ । ସେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ମୁଁ ଆଜି କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛି। ମୋ ପାଖରେ ସାମାନ୍ୟ ଲକ୍ଷଣ ରହିଛି। ଏହା ସ୍ପଷ୍ଟ ହୋଇଯିବା ପରେ ମୁଁ ଘରେ ଆଇସୋଲେସନ୍ରେ ରହିଛି ଓ ଆବଶ୍ୟକ ସମସ୍ତ ସତର୍କତାମୂଳକ ପଦକ୍ଷେପ ଆପଣାଇଛି।ଏହା ସହିତ ୟୁସୁଫ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କୁ ଯଥାଶୀଘ୍ର କରୋନା ଟେଷ୍ଟ୍ କରାଇ ନେବା ପାଇଁ ପରାମର୍ଶ ଦେଇଛନ୍ତି। ୟୁସୁଫ ନିକଟରେ ରାୟପୁରରେ ଶେଷ ହୋଇଥିବା ରୋଡ୍ ସେଫ୍ଟି ୱାଲ୍ଡ ସିରିଜ୍ ଚ୍ୟାଲେଞ୍ଜ ଭେଟେରାନ୍ସ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିଲେ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0