ଆଠଗଡ : ହୋଲି ଖେଳ ସାରି ଗାଧୋଇବା ବେଳେ ମହାନଦୀରେ ବୁଡି ଗଲେ ଦୁଇ ଯୁବକ।, ନରସିଂହପୁର ମାଙ୍କଡଭୂୟାଁ ଘାଟରେ ଗାଧୋଇବାବେଳେ ପାଣିରେ ବୁଡିଗଲେ ଦୁଇ ଯୁବକ। ଖବର ପାଇ ନରସିଂହପୁର ଦମକଳ ବାହିନୀ ଦୁଇ ଜଣ ଯୁବକଙ୍କୁ ଉଦ୍ଧାର କରିଥିଲେ। ଜଣଙ୍କୁ ଗୁରୁତର ଭାବେ ନରସିଂହପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁଇ ଯୁବକଙ୍କ ଘର ଘୋରାଡିଆ ଗ୍ରାମରେ ବୋଲି ଜଣାପଡିଛି ।



Visitors Today : 0
Total Visitors : 130430
Total Views : 9891961
Visitors Online Now : 0