ବୈପାରିଗୁଡା: କୋରାପୁଟ ଜିଲ୍ଲା ବୈପାରିଗୁଡା ଅଞ୍ଚଳରେ କରୋନା ପାଇଁ ଗାଁରୁ ସହର ସର୍ବତ୍ର ହନୁମାନଙ୍କ ପୂଜାର୍ଚ୍ଚନା କେବଳ ୧୦ରୁ ୧୫ ଜଣ ଭକ୍ତଙ୍କ ଉପସ୍ଥିତିରେ ସମାପନ ହୋଇଛି । ଏଥର ପଣାପାଣି ବଣ୍ଟନର ମାହୋଲ ମଧ୍ୟ କମିଯାଇଛି । ସବୁଠି କେବଳ ବିଧିରକ୍ଷାରେ ସୀମାବଦ୍ଧ ହୋଇଛି ପୂଜାପର୍ବ । ଏହା ବ୍ୟତୀତ ହୋମଯଜ୍ଞ ମଧ୍ୟ କେଉଁ ସ୍ଥାନରେ ଦେଖିବାକୁ ମିଳିନଥିଲା ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0