ନଅଦିନ ବ୍ୟାପି ଚାଲିବ ମହାଯଜ୍ଞ ଓ ରାମଚରିତ ପାରାୟଣ
ଡୁମୁଡୁମା ରଘୁନାଥନଗର ସ୍ଥିତ ଶ୍ରୀଶ୍ରୀ ହନୁମାନଙ୍କ ପୀଠରେ ଅଷ୍ଟାଦଶ ତମ ବିଶ୍ୱଶାନ୍ତି ମହାଯଜ୍ଞ ଆରମ୍ଭ ।
ଡୁମୁଡୁମା ରଘୁନାଥନଗର ସ୍ଥିତ ଶ୍ରୀ ହନୁମାନଙ୍କ ପୀଠରେ ଅଷ୍ଟାଦଶ ତମ ବିଶ୍ୱଶାନ୍ତି ମହାଯଜ୍ଞ ଏବଂ ଶ୍ରୀମଦ ରାମଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ କାର୍ୟ୍ୟକ୍ରମ ଆଜିଠାରୁ ଆରମ୍ଭ ହୋଇଅଛି । ଆଜି ସକାଳୁ ବ୍ରତଧାରୀ ମାନେ ମାନସିକ ରଖି ଯଜ୍ଞ ପାଇଁ କଳସ ବୁଡାଇ ଆଣି ଆସିବା ପରେ ଯଜ୍ଞ ଆରମ୍ଭ ହୋଇଥିଲା । ଏହି ବିଶ୍ୱଶାନ୍ତି ମହାଯଜ୍ଞ ଓ ଶ୍ରୀ ରାମଚରିତ ପାରାୟଣ ୯ ଦିନ ବ୍ୟାପି ଚାଲିବ ଏବଂ ଆସନ୍ତା ୨୨ ତାରିଖ ଦିନ ପ୍ରୁଣ୍ଣାହୁତି କରାଯିବ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0