spot_img

ମା ଅଂଲେଇ ଙ୍କ ପୀଠ ରେ ଯଜ୍ଞର ପୁର୍ଣ୍ଣାହୁତି

ଖୋର୍ଦ୍ଧା: ଖୋର୍ଦ୍ଧା ଗୁରୁଜଙ୍ଗ ନୂଆଗାଁର ପ୍ରସିଦ୍ଧ ଠାକୁରାଣୀ ମା ଅଁଲେଇ ଙ୍କ ପୀଠରେ ବହୁ ବର୍ଷ ଧଜ ଚାଲିଆସୁଥିବା ଯଜ୍ଞ ଏବର୍ଷ ମଧ୍ୟ ଅନୁଷ୍ଠିତ ହୋଇଅଛି । କିନ୍ତୁ ସରକାରଙ୍କ କୋଭିଡ ଗାଇଡିଲାଇନ ଅନୁଯାଇ ଯଜ୍ଞ କରାଯାଇ ପୂର୍ଣ୍ଣାହୁତି ସମ୍ପର୍ଣ୍ଣ କରାଯାଇଛି । ପୂର୍ଣ୍ଣାହୁତିରେ ବହୁତ ଭକ୍ତ ସମାଗମ ହୋଇଥିଲେ ମଧ୍ୟ ଗ୍ରାମ୍ୟକମିଟି ସରକାରଙ୍କ ସମସ୍ତ ନିୟମକୁ ପାଳନ କରି ଯଜ୍ଞ ପୂର୍ଣ୍ଣାହୁତି କଥିରିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular