ଖୋର୍ଦ୍ଧା ଗୁରୁଜଙ୍ଗ ନୂଆଗାଁ ଠାରେ ଝାମୁଯାତ୍ରା ପର୍ବ ଉଦଯାପିତ
ଖୋର୍ଦ୍ଧା ନିକଟ ଗୁରୁଜଙ୍ଗ ନୂଆଗାଁ ଠାରେ ବର୍ଷ ବର୍ଷ ଧରି ପାଳିତ ହୋଇ ଆସୁଥିବା ପ୍ରସିଦ୍ଧ ଝାମୁଯାତ୍ରା ପର୍ଵ ଶେଷ ହୋଇଛି, ବହୁ ଆନନ୍ଦ ଉଲ୍ଲାସ ଓ ବହୁ ଭକ୍ରଙ୍କ ସମାଗମ ମଧ୍ୟରେ ଏହା ସମାପନ ହୋଇଛି । ଏହିଠାରେ ବିଶ୍ୱାସ ରହିଛି ମାନସିକ ଧାରୀ ମାନେ ଯାହା ମାନସିକ କରିଥାନ୍ତି ତାହା ମାଆ ପୁରଣ କରିଥାନ୍ତି । ତେଣୁ ବହୁ ମାନସିକ ଧାରୀ ମନସ୍କାମନା ପୁରଣ ପାଇଁ ମାଆଙ୍କ ଠାରୁ ଆଶ୍ରିବାଦ ନେଇଥାନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0