ବୈପାରିଗୁଡା: ବୈପାରିଗୁଡାରେ ଥିବା ବିଜେଡ଼ି କାର୍ୟ୍ୟାଳୟ ରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି । ଜିଲ୍ଲା ଯୁବମୋର୍ଚ୍ଛା ଉପସଭାପତି ବିଶ୍ୱଜିତ ନାୟକ ଙ୍କ ନେତୃତ୍ୱରେ ବିଜେଡ଼ି କାର୍ୟ୍ୟାଳୟ ରେ ସାମାଜିକ ଦୂରତ୍ୱ ରଖାଯାଇ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା ।ଏହି ସମୟରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ କର୍ମୀ ଜଗଦୀଶ ଜେନା, କଂଗ୍ରେସ ମଲ୍ଲିକ, ପ୍ରଦୀପ ଗୌଡ଼, ଅଶୋକ ଦାସ, ସଦାନନ୍ଦ ମଲ୍ଲିକ, ରିତୁ ଜେନା, ବିଭୁ ପ୍ରସାଦ ଜେନା, ସନ୍ତୋଷ ସାହୁ, ଲାଲ ମୋହନ ପଟ୍ଟନାୟକ, ଅରୁଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0