spot_img

କରୋନାରେ ୩ ମାସ ଶିଶୁ କନ୍ୟାର ମୃତ୍ୟୁ, ମୃତ ଶିଶୁ ବଲାଙ୍ଗୀର ଜିଲ୍ଲାର

ଭୁବନେଶ୍ବର : କରୋନାରେ ୩ ମାସ ଶିଶୁର ମୃତ୍ୟୁ । ମୃତ ଶିଶୁ କନ୍ୟା ବଲାଙ୍ଗୀର ଜିଲ୍ଲାର ବୋଲି ସୂଚନା ମିଳିଛି । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular