spot_img

ଅସୁରକ୍ଷିତ ଅବସ୍ଥାରେ ବୁଢାବୁଢୀ ଘାଟି

କଟକ ଜିଲ୍ଲା ନରସିଂହପୁର ବ୍ଲକ ସହ ଅନୁଗୋଳ ଏବଂ ସମ୍ବଲପୁର ଯାତାୟାତ କରିବା ପାଇଁ ନିର୍ମାଣ ହୋଇଥିବା ବୁଢାବୁଢୀ ଘାଟି ରାସ୍ତା ଏବେ ବିପଦସଂକୁଳ ଅବସ୍ଥାରେ ରହିଛି । ଲଗାଣ ବର୍ଷା ଯୋଗୁଁ ରାସ୍ତା ପୁରା ଶୋଚନୀୟ ହୋଇପଡିଥିବାରୁ ଯାତାୟାତ ପାଇଁ ଅନେକ ଅସୁବିଧା ପରିଲକ୍ଷିତ ହେଉଛି । ସବୁଠୁ ଚର୍ଚ୍ଚାର ବିଷୟ ହେଉଛି ରାସ୍ତାଟି କିଛି ଦିନ ପୂବ ର୍ରୁ ନିର୍ମାଣ କରାଯାଇଥିଲା । ସରକାର ଯେଉଁ ଠିକାଦାରଙ୍କୁ କାମ ଦେଉଛନ୍ତି ତାହା କେତେଦୂର ଠିକ୍ ରେ କରୁଛନ୍ତି ଏ ହେଉଛି ତାର ବାସ୍ତବ ଚିତ୍ର ଆମେ ଆପଣ ମାନଙ୍କୁ ଙ୍ଖୟକ୍ଟ ମାଧ୍ୟମରେ ଦେଖାଉଛୁ । ଦେଖିବାକୁ ବାକି ରହିଲା ପ୍ରଶାସନ ଏହା ପ୍ରତି ଦୃଢ଼ କାର‌୍ୟ୍ୟାନୁଷ୍ଠାନ ନେବେ ନ ସବୁ ଦେଖି ଓ ଶୁଣି ଏମିତି ଚୁପ୍ ରହିଯିବେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular