୫୦ ବର୍ଷ ପରେ ଲାଭା ଉଦଗୀରଣ ।
୫୦ ବର୍ଷ ପରେ ପୁଣି ସକ୍ରିୟ ହେଲା ସ୍ପେନ୍ର ଲା-ପଲମ୍ ଆଗ୍ନେୟ ଗିରି ।ଲଗାତର ଉଦଗୀରଣ ହେଉଛି ଲାଭା । ୪ କିଲୋମିଟର ଯାଏଁ ବ୍ୟାପିଛି ଧୂଆଁ ।ଭୂକମ୍ପ ପରେ ଆମେରିକା ଓ କାନାଡାରେ ସୂନାମୀ ଆଲରର୍ଟ ।ଲାଭା ଉଦଗୀରଣ ରୂର୍ବରୁ ଓ ପରେ ଭୂକମ୍ପ ।

Visitors Today : 3
Total Visitors : 130169
Total Views : 9891615
Visitors Online Now : 0