ଜମୁଛି ପ୍ରଚାର ମଇଦାନ, ପ୍ରଚାରରେ କମ୍ପୁଛି ପିପିଲି ଡେଲାଙ୍ଗ, ବିଜେଡ଼ି ଗଡ଼ କୁ ବିଜେଡ଼ି ହାତରୁ ଛଡାଇ ଲାଗି ପିପିଲି ରେ ମାରାଥନ ପ୍ରଚାର କରି ଭୋଟ ମାଗିଲେ କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ । ପିପିଲିର ଉତରା ଛକ ଠାରୁ ବିଜେପି ରାଲି ବାହାରି ପୁବା,ଗୋବିନ୍ଦପୁର, ଜଗନ୍ନାଥ ପୁର,ନୂଆଶାସନ, ରୂପଦେଇପୁର ଓ ଡେଲାଙ୍ଗର ଅନେକ ପଞ୍ଚାୟତ ରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଙ୍କର ପାଇଁ ଭୋଟ ଭିକ୍ଷା କରିଥିବା ବେଳେ ଫାନି କଣ୍ଟା ବିଜେଡ଼ି ପାଇଁ ନିର୍ବାଚନ ରେ ଘାତକ ସାଯିବ ବୋଲି ଅଭିଯୋଗ ଆଣିଥିବା ବେଳେ ପିପିଲି ରେ ବିଜେପି ବହୁମତ ପାଇ ବିଜୟ ଲାଭ କରିବ ବୋଲି ଆଶା ପ୍ରକଟ କରିଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0