spot_img

ପ୍ରଚାରର ଶେଷ ଦିନରେ ଭୋଟ ମାଗିଲେ ରୁଦ୍ର

ପିପିଲି ,ଡେଲାଙ୍ଗରେ ନିର୍ବାଚନି ପାଣିପାଗ ପୁରା ଗରମ ।ଯେତିକି ନିର୍ବାଚନି ତାରିଖ ପାଖେଇ ଆସୁଛି ,ସେତିକି ପାଣିପାଗ ଗରମ ହେବାରେ ଲାଗିଛି । ଜମୁଛି ପ୍ରଚାର ମଇଦାନ, ପ୍ରଚାରରେ କମ୍ପୁଛି ପିପିଲି ଡେଲାଙ୍ଗ, 35 ବର୍ଷର ବିଜେଡ଼ି ଗଡ଼ କୁ ବିଜେଡ଼ି ପୁଣି ଅକ୍ତିଆର କରିବା ପାଇଁ ମାରାଥନ ପ୍ରଚାର କରି ଭୋଟ ମାଗିଲେ ରୁଦ୍ର ।ପିପିଲି ଓ ଡେଲାଙ୍ଗ ଆଦି ପଞ୍ଚାୟତରେ ଘରକୁ ଘର ବୁଲି ଭୋଟ ଭିକ୍ଷା କରିଥିଲେ ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନହିତକାରୀ ଯୋଜନା ଲୋକମାନଙ୍କୁ ବୁଝାଯାଉଛି । ବିଜେଡ଼ି ମହିଳା, ଯୁବ ଛାତ୍ର, ନିର୍ମାଣ ଶ୍ରମିକ ଙ୍କର ଭୋଟ କୁ ନଜର ରେ ରଖି ଡେଲାଙ୍ଗ ଓ ପିପିଲିର ବିଭିନ୍ ସ୍ଥାନରେ ଏହା ଭୋଟ ରେ ପ୍ରତି ଫଳନ ହେବ ବୋଲି ବିଜେଡି କହିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular