spot_img

ମୃତ ଶିଶୁପୁତ୍ର ଉଦ୍ଧାର

ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଡଗରା ଗ୍ରାମପଞ୍ଚାୟତର। ଯୋଗଡିଆ ଗ୍ରାମର ୪ ନମ୍ବର ୱାର୍ଡ ରେ ଥିବା ସୁବର୍ଣ୍ଣ ରେଖା ସେତୁରୁ ଅଜଣା ମୃତଶିଶୁ ପୁତ୍ର ଭାସି ଆସିବାର ଦେଖିବାକୁ ମିଳିଛି ।ମୃତ ଶିଶୁ ପୁତ୍ରର ପରିଚୟ ମିଳିନାହି।ଶିଶୁ ପୁତ୍ର ର ବୟଷଆନୁମାନିକ ୫,ବର୍ଷ ହେବ । ମଧ୍ୟାହ୍ନ ରେ ଲୋକମାନେ ନଇକୁ ଗାଧେଇବା ପାଇଁ ଆସି ଥିଲେ ।ଶିଶୁ ପୁତ୍ର ନଇ କୂଳ ପାଖେ ଭାସି ଥିବାର ଦେଖି ସ୍ଥାନୀୟ ଲୋକେ ପୋଲିସ କୁ ଖବର ଦେଇଥିଲେ।।

LEAVE A REPLY

Please enter your comment!
Please enter your name here

- Advertisment -

Most Popular