ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା ରତନପୁର ( କୁହୁଡି ) ଗାଁର ସୁନ୍ଦରଗଡ ସାହିରେ ଘଟିଛି ଏକ ଅଭାବନୀୟ ଘଟଣା । ଘର ପାଖରେ ଥିବା ଚୁଆ ନିକଟରେ ଖେଳୁଥିଲେ ଭାଇ-ଭଉଣୀ , ନିର୍ଦ୍ଧାରିତ ସମୟରେ ଘରକୁ ନ-ଫେରିବାରୁ ଘର ଲୋକେ ଖୋଜିବା ପରେ ଚୁଆ ରେ ଭାଇ-ଭଉଣୀ ପାଣିରେ ଭାସୁଥିବା ଦେଖି ଉଦ୍ଧାର କରିଥିଲେ । ଭାଇ-ଭଉଣୀ ଙ୍କୁ ଚିକିତ୍ସା ପାଇଁ ଟାଙ୍ଗୀ ମେଡିକାଲ ରେ ଭର୍ତ୍ତି କରାଯାଇଥିଲା ରତନପୁର ଗ୍ରାମର ଲକ୍ଷ୍ମୀଧର ବେହେରା ଙ୍କ ୬ ବର୍ଷର ପୁଅ ପ୍ରୀତମ ଓରଫ ସାଈ ବେହେରା ଏବେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବେଳେ ଝିଅ ପ୍ରୀତିସ୍ମିତା ବେହେରା ର ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0