spot_img

ମହାନଦୀ ବନ୍ଧକୁ ସୁରକ୍ଷା କେବେ

ମହାନଦୀ ଦକ୍ଷିଣ ପାଶ୍ୱର୍ରେ ଥିବା ବନ୍ଧର ସୁରକ୍ଷାକୁ ନେଇ ଏବେ ଆସିଛି ବଡ ଅଭିଯୋଗ । ଏଭଳି ଅଭିଯୋଗ ଆସିଛିି ନୟାଗଡ ଜିଲ୍ଲା ଗଣିଆ ବ୍ଲକର ଡଙ୍କାରୀସାହିରୁ । ବନ୍ଧ ନିର୍ମାଣ ନିମନ୍ତେ ବଡ ବଡ ପଥର ପଡି ରହିଛି କିନ୍‌ୁ ଏପର୍ଯ୍ୟନ୍ତ ନିର୍ମାଣ କାମ ଆରମ୍ଭ ହୋଇନାହିଁ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ମହାନଦୀ ଦକ୍ଷିଣ ପାଶ୍ୱର୍ରେ ଥିବା ବନ୍ଧ ନିମନ୍ତେ କେତେ ଟଙ୍କା ଅଟକଳ କରାଯାଇଛି ତାହା ଫଳକରେ ଉଲ୍ଲେଖ ହୋଇନାହିଁ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular