ମହାନଦୀ ଦକ୍ଷିଣ ପାଶ୍ୱର୍ରେ ଥିବା ବନ୍ଧର ସୁରକ୍ଷାକୁ ନେଇ ଏବେ ଆସିଛି ବଡ ଅଭିଯୋଗ । ଏଭଳି ଅଭିଯୋଗ ଆସିଛିି ନୟାଗଡ ଜିଲ୍ଲା ଗଣିଆ ବ୍ଲକର ଡଙ୍କାରୀସାହିରୁ । ବନ୍ଧ ନିର୍ମାଣ ନିମନ୍ତେ ବଡ ବଡ ପଥର ପଡି ରହିଛି କିନ୍ୁ ଏପର୍ଯ୍ୟନ୍ତ ନିର୍ମାଣ କାମ ଆରମ୍ଭ ହୋଇନାହିଁ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ମହାନଦୀ ଦକ୍ଷିଣ ପାଶ୍ୱର୍ରେ ଥିବା ବନ୍ଧ ନିମନ୍ତେ କେତେ ଟଙ୍କା ଅଟକଳ କରାଯାଇଛି ତାହା ଫଳକରେ ଉଲ୍ଲେଖ ହୋଇନାହିଁ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0