spot_img

MBBS କାଉନ୍‌ସେଲିଂ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

NEETରେ କୃତକାର୍ଯ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । MBBS/BDS ଆଡ୍‌ମିଶନ୍‌ ପାଇଁ କାଉନ୍‌ସେଲିଂ କରାଯିବ । ନଭେମ୍ୱର ୨୯ ତାରିଖରୁ ଏହି ଅନ୍‌ଲାଇନ୍‌ କାଉନ୍‌ସେଲିଂ ଆରମ୍ଭ ହେବ । ଏନେଇ ଓଜେଇଇ ୱେବ୍‌ସାଇଟ୍‌ରେ କାର୍ଯ୍ୟସୂଚୀ ଉପଲବ୍ଧ ହେବ । ତେବେ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି | ତେବେ କୋଭିଡ ପାଇଁ ଏସବୁ ପରୀକ୍ଷା ହେଇପାରୁ ନଥିଲା | କିନ୍ତୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି |

LEAVE A REPLY

Please enter your comment!
Please enter your name here

- Advertisment -

Most Popular