ଭୁବନେଶ୍ୱର: ଆସନ୍ତା କାଲି ଠାରୁ ରାଜଧାନୀରେ ପୁଣି ଗଡିବ ମୋ ବସ୍ । ୮ଟି ରୁଟରେ ଚଳାଚଳ କରିବ ନନ୍-ଏସି ବସ୍ । ରୁଟ୍- ୧୧,୧୬,୧୮,୨୦,୨୩,୨୫,୨୭,୩୩ରେ ଚାଲିବ ମୋ ବସ୍ । ଅଗଷ୍ଟ ମାସରେ ସପ୍ତାହାନ୍ତ ବନ୍ଦ ରହିବ ମୋ ବସ୍ ସେବା । ସକାଳ ୭ଟାରୁ ସଂଧ୍ୟା ୭ଟା ମଧ୍ୟରେ ଚଳାଚଳ କରିବ । ମୋ ବସ୍ ପରିଚାଳନା କରୁଥିବା CRUT ପକ୍ଷରୁ ସୂଚନା ମିଳିଛି ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0