spot_img

ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ

କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ରାଜକନିକା ବ୍ଲକ ଅନ୍ତର୍ଗତ ଆଖୁଳି ପଡ଼ା ଗ୍ରାମ ପଞ୍ଚାୟତରେ ହୋଇଯାଇଛି । ଏହି ମିଶ୍ରଣ ପର୍ବରେ ବିଧାୟକ ପ୍ରତାପ କେଶରୀ ଦେବ ଙ୍କ ଉପସ୍ଥିତିରେ ବିଜେଡି ରେ ଶତାଧିକ କଂଗ୍ରେସ କର୍ମୀ ସାମିଲ ହୋଇଛନ୍ତି । ଏଥିସହ କଂଗ୍ରେସ ତାଙ୍କୁ ଅଣଦେଖା କରୁଥିବା ନେଇ ସେ ଏହି ପର୍ବରେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular