ପୁଅର ଜନ୍ମ ଦିନ ନପାଳି ସେହି ଟଙ୍କାରେ ଆୟୋଜନ କଲେ ରକ୍ତଦାନ ଶିବିର । ଏଭଳି ଦୃଶ୍ୟ ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ବ୍ଲକରେ ଦେଖିବାକୁ ମିଳିଛି । ବୁଖାରିବାବା ଅର୍ଡର ସାପ୍ଲାୟର ମୁଖ୍ୟ ସାଜନଙ୍କ ପୁଅ ଆହିଲର ଦୁଇ ମାସ ତଳେ ଜନ୍ମ ଦିନ ଥିଲା । ପୁଅର ଜନ୍ମ ଦିନ ନ ପାଳି ସେହି ଅର୍ଥରେ ରକ୍ତଦାନ ଶିବିର ଅନୁଷ୍ଠିତ କରିଥିଲେ । ତେବେ ଏହି କାର୍ଯ୍ୟକ୍ରମରେ ଦାତା ସଂଘର ସଭାପତି କମଲ ଚକ୍ରବର୍ତ୍ତୀ, ମନୋରଞ୍ଜନ ଦାସ, ସମେତ ବହୁ ସମ୍ମାନିତ ଅତିଥି ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ



Visitors Today : 3
Total Visitors : 130169
Total Views : 9891615
Visitors Online Now : 0