ଭାପୁର ବ୍କକର ଯୁବ ସମ୍ବାଦିକ ବିଶ୍ୱଜିତ୍ ବାରିକଙ୍କୁ ରବିବାର ଦିନ ଭାପୁର ଲକ୍ଷ୍ମୀ ଠାକୁରାଣୀଙ୍କ ମନ୍ଦିର ପରିସରରେ ଗୈ।ରବ ସମ୍ମାନରେ ସମ୍ମାନିତ କରିଥିଲେ । ସିଦ୍ଧମହାବୀର ମନ୍ଦିରର ଟ୍ରଷ୍ଟ ଓ ଭାପୁର ବ୍ଲକ ଲୋକ କଳା ଉପସଭାପତି ଜୟ କୃଷ୍ଣ ବାରିକ ସମସ୍ତ ଗୌରବ ସମ୍ମାନରେ ମାନ ପତ୍ର ଦେଇ ସମ୍ମାନିତ କରିଥିଲେ । ତେବେ ଏହି ସଭାରେ ବରିଷ୍ଠ ନାଗରିକ ସଂଘର ସମ୍ପାଦକ ତଥା ଅବସରପ୍ରାପ୍ତ ସୈନିକ ଶ୍ରୀଯୁକ୍ତ ପ୍ରଭାକର ସାହୁ ଓ ବରିଷ୍ଟ ସାମ୍ବାଦିକ ପ୍ରଭାତ କୁମାର ବରାଡ ଓ ଯୁବ ସାମ୍ୱାଦିକ ରାଜ ନାରାୟଣଙ୍କ ସମେତ ଅନେକ ବ୍ୟକ୍ତିଙ୍କ ଉପସ୍ଥିତିରେ ବିଶ୍ୱଜିତ୍ ବାରିକ ଙ୍କୁ ସମ୍ମାନିତ କରାଯାଇଥିଲା । ଭାପୁର ବ୍କକର ସମସ୍ତ ଖବର ଓ ସମାଜସେବା କାର୍ୟ୍ୟ ପାଇଁ ତାଙ୍କୁ ଏହି ସମ୍ମାନରେ ଅନୁଷ୍ଠାନ ତରଫରୁ ସମ୍ମାନିତ କରାଯାଇଥିଲା।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0