ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ଜେଲରେ ରଙ୍ଗିଲା ନାଚ ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି । ଭିଡିଓରେ ଦେଖାଯାଇଛି ଯେ କେତେକ ଯୁବତୀ ନାଚୁଛନ୍ତି । ନାଚ ଦେଖି ଜେଲର ଅନ୍ତେବାସୀମାନେ ମଧ୍ୟ ନାଚରେ ମସଗୁଲ ହୋଇଯାଇଛନ୍ତି। ସେମାନେ ବି ଗୀତର ତାଳେ ତାଳେ ନାଚୁଥିବା ଦେଖିବାକୁ ମିଳିଛି । କେବଳ କଏଦୀ ନୁହନ୍ତି ଜେଲର କର୍ମଚାରୀ ବି ସାମିଲ ହୋଇଛନ୍ତି । ଏହି ଭାଇରଲ୍ ଭିଡିଓଟି ଜଳେଶ୍ୱର ଉପ-କାରାଗାର ପରିସରର । ଜେଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିନାହିଁ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0