ବଲାଙ୍ଗିର: ଚାରିଦିନିଆ ସଟଡାଉନ୍ ଘୋଷଣା ହେଲା ବଲାଙ୍ଗୀର ଜିଲ୍ଲା । ଆଜି ଠାରୁ ୧୧ ତାରିଖ ଯାଏ ସମ୍ପୂର୍ଣ୍ଣ ଜିଲ୍ଲା ସଟଡାଉନ୍ ଘୋଷଣା କରାଯାଇଛି । ବଲାଙ୍ଗୀରରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ସଟଡାଉନ୍ ଘୋଷଣା କରିଛନ୍ତି ବଲାଙ୍ଗିର ଜିଲ୍ଲାପାଳ । ତେବେ ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ଗମନାଗମନ ମଧ୍ୟ ଠପ୍ କରିଦିଆଯାଇଛି । ଜିଲ୍ଲାର ପାଟଣାଗଡ, ଟିଟିଲାଗଡ, କଣ୍ଟାବାଞ୍ଜି ସହରକୁ ମଧ୍ୟ ସଟଡାଉନ୍ କରାଯାଇଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0