ରିୟଲିଟି ଶୋରୁ ସିନେମା ନାୟିକା । ଓଲିଉଡ଼୍ରୁ ଟଲିଉଡର ଯାତ୍ରାÿ୍ । ତେଲୁଗୁ ସିନେମା ‘ଭେଇ ଶୁଭାମୁଲୁ କାଲୁଗୁ ନେକୁ’ରେ ନଜର ଆସିବେ ଚୁଲବୁଲି ନାୟିକା ତମନ୍ନା । ଏହି ତେଲୁଗୁ ସିନେମାର ସୁଟିଂ ବି ଜୋର ସୋରରେ ଚାଲିଥିବା ଜଣାପଡ଼ିଛି । ପୂର୍ବରୁ ଓଲିଉଡ଼୍ ନାୟିକା ଅନୁ ଚୌଧୁରୀ ବି ତେଲୁଗୁ ସିନେମାରେ ଅଭିନୟ କରିଥିଲେ । ଏହାଛଡ଼ା ସବ୍ୟସାଚୀ ଓ ସମ୍ବିତଙ୍କ ଭଳି ଓଡ଼ିଆ ସିନେମାର ନାୟକମାନେ ବି ନିକଟରେ ତେଲୁଗୁ ସିନେମାରେ ଅଭିନୟ କରିଛନ୍ତି । ଓଲିଉଡ଼୍ର ସିନେମାରେ ନିଜ ଅଭିନୟ ଯାଦୁ ଦେଖାଇଥିବା ତମନ୍ନା ଟଲିଉଡ୍ରେ ମଧ୍ୟ ସଫଳ ହେବେ ବୋଲି ଆଶା । ସେପଟେ ମୁକ୍ତିଲାଭ ଅପେକ୍ଷାରେ ଅଛି ଆଉ ତିନୋଟି ଓଡ଼ିଆ ସିନେମା….



Visitors Today : 2
Total Visitors : 130171
Total Views : 9891617
Visitors Online Now : 0