ରିଲିଜ୍ ହେଲା ଓଡ଼ିଆ ଝିଅ ଅପ୍ସରାଙ୍କ ନୂଆ ଫିଲ୍ମର ପୋଷ୍ଟର । ରାମ ଗୋପାଲ ବର୍ମାଙ୍କ ନୂଆ ଫିଲ୍ମ ‘ଡେଞ୍ଜରିୟସ୍’ରେ ଜଲୱା ଦେଖାଇବେ ଅପ୍ସରା । ନିଦେ୍ର୍ଦଶକଙ୍କ ଅନୁସାରେ ଏହା ପ୍ରଥମ ଲେସ୍ବିଆନ୍ କ୍ରାଇମ୍ ଆକ୍ସନ ଫିଲ୍ମ । ମୁଖ୍ୟ ଭୂମିକାରେ ନୈନା ଗାଙ୍ଗୁଲି ଓ ଅପ୍ସରା ରାନି ନଜର ଆସିବେ । ଫିଲ୍ମଟି ମୁଖ୍ୟତଃ ଲେସ୍ବିଆନ୍ ପ୍ରେମ କାହାଣୀ ଉପରେ ଗତିଶୀଳ । ଦୁଇ ଅଭିନେତ୍ରୀଙ୍କୁ ସେମାନଙ୍କର ଅଭିନୟ ପ୍ରତିଭା ପାଇଁ ଟ୍ୱିଟରରେ ପ୍ରଶଂସା କଲେ ନିଦେ୍ର୍ଦଶକ ।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0