spot_img

ବିଡ଼ିଓଙ୍କୁ କରୋନା , ଦୁଇ ଦିନ ଅଫିସ ସଟଡ଼ାଉନ

ଭଦ୍ରକ : ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବିଡ଼ିଓଙ୍କୁ କରୋନା ହୋଇଛି । ଏନେଇ ବ୍ଲକ ଅଫିସକୁ ୨ ଦିନ ସଟଡ଼ାଉନ ଘୋଷଣା କରାଯାଇଛି । ୧୧ ଓ ୧୨ ତାରିଖ ବ୍ଲକ ଅଫିସକୁ ସାନିଟାଇଜ କରାଯିବ । ଭଦ୍ରକ ଜିଲ୍ଲା ପ୍ରଶାସନ ଏନେଇ ଟ୍ୱିଟ କରିଛି ।
ଆଜି ସୁଦ୍ଧା ଭଦ୍ରକ ଜିଲ୍ଲାରୁ ୧୦୬୭ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ସେଥିରୁ ୪ଜଣଙ୍କ ମୃତୁ୍ୟ ଘଟିଥିବା ବେଳେ ୬୭୩ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି । ଏବେ ୩୮୬ ଜଣ କୋଭିଡ଼ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି । ୪ଜଣ କରୋନା ଆରୋଗ୍ୟ ହୋଇ ଅନ୍ୟ ରୋଗରେ ପ୍ରାଣ ହରାଉଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular