spot_img

ଦେବାଳିଆ ହୋଇଯିବ ଆମେରିକା.. ରାଷ୍ଟ୍ରପତି ଡୋନାଲ ଟ୍ରମ୍ଫଙ୍କ ଆକଳନ

ଆମେରିକାର ଭାଗ୍ୟ ନିର୍ଦ୍ଧାରଣ ହେବ ନଭେମ୍ବର ୩ ନିର୍ବାଚନରେ ।ଯଦି ଏଥରକ ଡେମ୍ରୋକେଟ୍ରିକ ପାର୍ଟି ବିଜୟ ହୁଅନ୍ତି ତେବେ ଦେଶ ଅଚିରେ ଦେବାଳିଆ ହେଇଯିବ ବୋଲି ରାଷ୍ଟ୍ରପତି ଡୋନାଲ ଟ୍ରମ୍ଫ ଆକଳନ କରିଛନ୍ତି । ଯଦି ଏହା ସତ ହୁଏ ତେବେ ସାରା ଦୁନିଆ ହସିବ ବୋଲି ଡୋନାଲ ଟ୍ରମ୍ଫ କହିଛନ୍ତି ।ହ୍ୱାଇଟ ହାଉସରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ବିଳନୀକୁ ସମ୍ଭୋଦିତ କରି ଆକଳନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular