spot_img

ଘରୋଇ ହସ୍ପଟିାଲ ପାଇଁ ଫି ଧାର୍ଯ୍ୟ ..

ଦିନକୁ ଦିନ କରୋନା ମହାମାରୀ ସମସ୍ୟା ବଢିବାରେ ଲାଗିଛି । କରୋନା ଆକ୍ରାଙ୍କ ଚିକିତ୍ସା ଲାଗି ରାଜ୍ୟ ସରକାର ଘରୋଇ ହସ୍ପଟିଲ ପାଇଁ ଫି ଧାର୍ଯ୍ୟ କରିଛନ୍ତି । ଘରୋଇ ହସ୍ପଟିଲ ପାଇଁ ସାଧାରଣ ବେଡ ୧୭୫୦ ଟଙ୍କା ଧାର୍ଯ୍ୟ କରିଛନ୍ତି । ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ସିଡିଏମଓଙ୍କୁ ଚିଠି ଲେଖିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular