ଭୁବନେଶ୍ୱର:ରାଜଧାନୀରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ସରକାର ସପ୍ତାହନ୍ତ ସଟଡ଼ାଉନ ଜାରି କରିଛନ୍ତି । କିନ୍ତୁ ରାଜଧାନୀରେ ଏହି ନିୟମକୁ ଉଲ୍ଲଘନ କରି ଖୁଲମଖୁଲା ଚାଲିଛି ମଦ ବିକ୍ରି । ଭୁବନେଶ୍ୱର ଗ୍ୟାରେଜ ଛକ ନିକଟରେ ଥିବା ହୋଟେଲ ଉତ୍କଳ ଇନରେ ଚାଲିଥିଲା ଏପରି କାରବାର । ଖବର ପାଇ ବିଏମସି ଏବଂ ପୋଲିସ ଅଧିକାରୀ ମିଳିତ ଚଢ଼ାଉ କରି ସଂପୂର୍ଣ୍ଣ ବାରକୁ ସିଲ କରିଛିି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0