spot_img

ଜିଓ ୟୁଜରଙ୍କ ପାଇଁ ଖୁସି ଖବର ମାଗାଣରେ ଦେଖିପାରିବେ ଆଇପିଏଲ ୨୦୨୦ର ସିଧା ପ୍ରସାରଣ..

ଜିଓ ର ଧମାକା ସହ ଗ୍ରାହକଙ୍କ ପାଇଁ ଖୁସି ଖବର ।୯୧ ମୋବାଇଲର ଏହି ରିପୋର୍ଟ ଅନୁଯାୟୀ ଷ୍ଟାର ଇଣ୍ତିଆ ଓ ଜିଓ ମଧ୍ୟରେ ଏକ ଚୁକ୍ତିନାମା କରାଯାଇଛି । ଯାହାର ଆଧାରରେ ଜିଓ ଗ୍ରାହକଙ୍କୁ ଆଇପିଏଲ ୨୦୨୦ ମାଗାଣାରେ ନିଜ ମୋବାଇଲରେ ଦେଖିପାରିବେ । କମ୍ପାନୀ କିଛି ବଛାବଛା ପ୍ଲାନ ଉପରେ ଫ୍ରି ଆଇପିଏଲର ଏକ୍ସସେ ପ୍ରଦାନ କରିବ .. ଏହି ପ୍ଲାନରେ ମିଳିବ ଏହି ଅଫର..ଜିଓର ୪୦୧ ଟଙ୍କା ଓ ୨୫୯୯ଟଙ୍କାିଆ ପ୍ଲାନ ଡଜନୀ +ହଟଷ୍ଟାର ର ଗ୍ରାହକ ଆଇପିଏଲ ୨୦୨୦ରେ ଲାଇଭଷ୍ଟ୍ରିମ ଦେଖିପାରିବେ । ଦୁଇ ପ୍ଲାନରେ ଷ୍ଟ୍ରିମ ସର୍ଭିସଂ ର ଫ୍ରି ଆକ୍ସେସ ଗ୍ରାହକଙ୍କୁ ମିଳିବ । କିନ୍ତୁ କମ୍ଫାନୀ ତରଫରୁ ଏନେଇ କୌଣସି ସୁଚନା ଆନୁଷ୍ଠାନିକ ଭାବେ ପ୍ରଦାନ କରାଯାଇନାହିଁ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular