ଅଭିନେତ୍ରୀ ବିଦ୍ୟା ବାଲନ ତାଙ୍କ ଚଳଚ୍ଚିତ୍ର ଶକୁନ୍ତଳା ଦେବୀର ପ୍ରୋମରେ ଏକ ସମ୍ବଲପୁରୀ ଗାଣିତିକ ସମୀକରଣ ମୁଦ୍ରିତ ହୋଇଥିବା ସମ୍ବଲପୁରୀ ଶାଢୀ ପିନ୍ଧିଥିଲେ ।ଯାହା ଅନଲାଇନରେ ନିଲାମ ରଖାଯାଇଛି । ଅନୀତା ମୁମ୍ବାଇରେ ଏକ ପ୍ରର୍ଦଳନୀ ସମୟରେ ବିଦ୍ୟାଙ୍କ ଟିମକୁ ଭେଟିଥିଲେ । ଏକ ନମୁନା ଦେଖିବା ପରେ ବିଦ୍ୟା ଏହି ଶାଢୀକୁ ପସନ୍ଦ କରିଥିଲେ । ଏହା ରିଲିଜ ହେବାର ଗୋଟିଏ ଦିନ ଆଗରୁ ଏହି ଶାଢୀ ପିନ୍ଧିବାକୁ ମଧ୍ୟ ଇଚ୍ଚା ପ୍ରକାଶ କରିଥିଲେ । ଶାଢୀ ଭିଡିଓ ସେୟାର କରି ମଧ୍ୟ ବିଦ୍ୟା ତାଙ୍କ ବୁଣାକାର ମାନଙ୍କୁ ପ୍ରଶଂସା କରିଥିଲେ ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0