ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧିନରେ ଦେଶରେ ଘର ନିର୍ମାଣ ହୋଇଛି । ଏହା ମାଧ୍ୟମରେ ପ୍ରାୟ ୩.୬୫ କୋଟି ଚାକିରୀ ସୃଷ୍ଟି ହେବ । କେନ୍ଦ୍ର ଆବାସ ଓ ସହରାଂଚଳ ବ୍ୟାପାର ମନ୍ତ୍ରୀ ହରଦ୍ୱୀପ ସିଂ ପୁରୀ ମଙ୍ଗଳବାର ଏ ନେଇ ଯୁକ୍ରି ବାଢିଛନ୍ତ୍ି ।ଫେଡେରସନ ଅଫ ଇଣ୍ତିଆନ ଇଣ୍ଷ୍ଟ୍ରି ଦ୍ୱାରା ଆୟୋଜିତ ଏକ ଫ୍ୱୋବିନାରେ ପୁରୀ କହିଛନ୍ତି ଏହି ଯୋଜନା ଅଧୀନ ରେ ଏ ପର୍ଜନ୍ତ ୧.୬୫ କୋଟି ନିଯୁକ୍ତ ସୃଷ୍ଟି ହୋଇଛି । ୨୦୩୦ ସୁଦ୍ଧା ଦେଶର ମୋଟ ଜନସଂଖ୍ୟା ୪୦ ବାୀ ୬୦ କୋଟି ଲୋକ ସହରାଂଚଳରେ ବାସ କରିବେ ବୋଲି ଆକଳନ କରାଯାଇଛି ।



Visitors Today : 0
Total Visitors : 130169
Total Views : 9891615
Visitors Online Now : 0